ତମେ ନାଚୁଥାଅ ମୋ ମନର ଡାଳରେ
ଧିରେ ଗୀତରେ ସଜାଇ ଦିଅ
ହୃଦୟର ଥାକ ସବୁକୁ ॥
ସମୟର ଫଡ଼ ଫଡ ଶଦ୍ଦରେ
ହଜିଯାଉ ଥିଲେ ମଧ୍ୟ ବଂଶୀର ସୁର
ତମେ ଧିର ପବନ ପରି
ଧସେଇ ଆସ କାଇଁ କି !!!!
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା, ରାୟଗଡା ଜିଲ୍ଲା
ମୋ- ୮୯୧୭୩୨୪୫୨୫


[Use latest version of web browsers for better optimization & browsing experience of this website.]