
ଭାବନା ରାଇଜେ
ଦିଏନା ସିଏତ ଧରା
କଥାରେ କଥାରେ
ଭାବ ଦିଆନିଆ
କଥାରେ ଗଢେ ଦୁନିଆ ।
କଥା ପୁଣି ଦୁଃଖ ଭରିଦିଏ
କଥା ଦିଏ ମନେ କଷ୍ଟ
ସେହି କଥାକୁ ଗଣ୍ଠି କରିଥିଲେ
ସଫଳତା ମିଳେ ନିଶ୍ଚିତ।
କଥାରେ ଆଦର କଥାରେ ସ୍ନେହ
କଥା ଭରି ଦିଏ ପ୍ରାଣ
କଥାର ମହତ୍ବ ବୁଝେ ଯିଏ
ଅମୃତ ସହ ସମତୁଲ।
ଜମ୍ବେଶ୍ବରପୁର, ବାଲେଶ୍ବର
ଦିଏନା ସିଏତ ଧରା
କଥାରେ କଥାରେ
ଭାବ ଦିଆନିଆ
କଥାରେ ଗଢେ ଦୁନିଆ ।
କଥା ପୁଣି ଦୁଃଖ ଭରିଦିଏ
କଥା ଦିଏ ମନେ କଷ୍ଟ
ସେହି କଥାକୁ ଗଣ୍ଠି କରିଥିଲେ
ସଫଳତା ମିଳେ ନିଶ୍ଚିତ।
କଥାରେ ଆଦର କଥାରେ ସ୍ନେହ
କଥା ଭରି ଦିଏ ପ୍ରାଣ
କଥାର ମହତ୍ବ ବୁଝେ ଯିଏ
ଅମୃତ ସହ ସମତୁଲ।
ଜମ୍ବେଶ୍ବରପୁର, ବାଲେଶ୍ବର
Sent from my Samsung Galaxy smartphone.
