ତୁମ ସହ ମୋର ବିତିଥିଲା କେତେ
ଅଭୁଲା ଅତୀତ ସ୍ମୃତି,
ଭରିଥିଲା ସୁଖ,ମାନ ଅଭିମାନ
ଭାଳି ଘୁରିଯାଏ ମତି।
ଜୀବନ ଟା ଏବେ ଦୁର୍ବିସହ ଲାଗେ
ତଥାପି ବିବ୍ରତ ନୁହେଁ,
ଗଣ୍ଠିଧନ କରି ରଖିଛି ସ୍ମୃତି କୁ
ଆଉ କିଛି ମୁଁ ନ ଚାହେଁ।
ପ୍ରଣତି ମହାପାତ୍ର, ବାଲେଶ୍ଵର
[Use latest version of web browsers for better optimization & browsing experience of this website.]