ବିଶ୍ରାମ ମାଗି ନଥିଲି
ମା'ର ସେବାରେ ହିଁ ଖୁସି ମୋ'ର,
ହେ ଈଶ୍ୱର !
ଲୋଡା ନାହିଁ ପାର୍ଥୀବ ସୁଖ
ଦୁଃଖ ନାହିଁ ଯାଇଛି ଯଦି ଶରୀର;
ବାରେ ଅନୁମତି ଦିଅ
ଉନ୍ମୁକ୍ତ କର ସମାଧୀର ଦ୍ୱାର,
ଶେଷ ହେବ ମହାଭାରତ ଯୁଦ୍ଧ;
ଏଇ ଥରକ ପାଇଁ କାର୍ଯ୍ୟ କରିବ ...
ବେଲାଳସେନ ଧନୁ ଆଉ ତୀର;:
ଗଢିଦେବି ସୁନାର ଭାରତ
ଧର୍ମର ହେବ ଜୟ ଧର୍ମର ହେବ ଜୟ।।
ମା'ର ସେବାରେ ହିଁ ଖୁସି ମୋ'ର,
ହେ ଈଶ୍ୱର !
ଲୋଡା ନାହିଁ ପାର୍ଥୀବ ସୁଖ
ଦୁଃଖ ନାହିଁ ଯାଇଛି ଯଦି ଶରୀର;
ବାରେ ଅନୁମତି ଦିଅ
ଉନ୍ମୁକ୍ତ କର ସମାଧୀର ଦ୍ୱାର,
ଶେଷ ହେବ ମହାଭାରତ ଯୁଦ୍ଧ;
ଏଇ ଥରକ ପାଇଁ କାର୍ଯ୍ୟ କରିବ ...
ବେଲାଳସେନ ଧନୁ ଆଉ ତୀର;:
ଗଢିଦେବି ସୁନାର ଭାରତ
ଧର୍ମର ହେବ ଜୟ ଧର୍ମର ହେବ ଜୟ।।

