ଭି.ଏସ ନାଇପଲ - ରୀତା ଅପରାଜିତା ମହାନ୍ତି

0
 ଆତ୍ମ ପ୍ରତ୍ୟୟର ଏକ ସୁନ୍ଦର ଉଦାହରଣ
ବିଶ୍ୱ -ସାହିତ୍ୟ ଜଗତର ମହାନ ମଣିଷ
ଗଦ୍ୟ ସାହିତ୍ୟରେ ଥିଲା ତାଙ୍କର ଅସମ୍ଭବ ଦକ୍ଷତା
ସାହିତ୍ୟ ର ସର୍ବ ଉଚ୍ଚ ନୋବେଲ ପୁରସ୍କାର ବିଜେତା
ନିଜ ପିତା ଙ୍କ ପ୍ରଭାବ ଓ ନିଜ ପରିସ୍ଥିତି ବଦଳେଇ ଦେଇଛି ତାଙ୍କ ସ୍ଥିତି
ସେ ବଲିଷ୍ଠ ଲେଖକ ପାଲଟିଗଲେ।
ନିଜ ପ୍ରଚେଷ୍ଟା ଖୋଲିଛି ତାଙ୍କ ତୃତୀୟ ଚକ୍ଷୁ
ନାଇପଲ ନୁହଁନ୍ତି କୋୖଣସି ଗୋଷ୍ଠୀଭୁକ୍ତ
ମଣିଷ ନିଜେ ନିଜର ପୃଥିବୀ ଉନ୍ନତ କରିପାରିବ
ସେ ସମ୍ଭାବନା ରେ ପ୍ରଚଣ୍ଡ ଆଶାବାଦୀ ଥିଲେ
ସେ ସଦା ସୃଜନୀ ରେ ଥିଲେ ରତ
ଏ କଥା ସତ।
କେତେ ଯେ ଥିଲା ତାଙ୍କ ପ୍ରତିଭା
ଏ ଅପରାଜିତା କଣ କବିତା ରେ ଆଙ୍କିପାରିବ
ଜେତିକି ଲେଖିଛି
ଜଗନ୍ନାଥ ଙ୍କ ଦୟାରୁ ମୋ  ପାଠକ ପାଠିକା ..ମାନଙ୍କ ସଦଇଛା ରୁ 

ରୀତା ଅପରାଜିତା ମହାନ୍ତି
ପ୍ଲଟ ନ-୮୩(ସି) ଆମ୍ରପଲ୍ଲୀ, ଭୁବନେଶ୍ୱର-୨୧

Post a Comment

0Comments
Post a Comment (0)