
ଗୋଲାପ ପାଖୁଡା ରେ କାକର ଛିଟା
ସେ କାକର ରେ ଆଙ୍କି ହୋଇ ଯାଏ
ପ୍ରିୟା ତୁମ ଛବିଟା ।।
ଫଗୁଣମାସରେ ଆମ୍ବ ବଉଳର ବାସ୍ନା
ସେ ବାସ୍ନା ରେ ମହକି ଯାଏ
ପ୍ରିୟା ତୁମ ଛବିଟା ।।
ଭାବନା ସାଗରେ ହଜି ଯାଏ ମନ
ପ୍ରୀତିର ମରୁଭୂମିରେ ବନ୍ୟା ହୁଏ ପ୍ରେମ
ସେ ବନ୍ୟାରେ ମୁଁ ଭା ସେ ରାତି ଦିନ ।।
Ranjan Kumar Naik
At- Angul
Teacher inn Govt Primary School
