
ଚୋର ଓ ପାପୀ କରନ୍ତି ଭକ୍ତି
କାର୍ତ୍ତିକେ ଜାଣ ବେଶୀ ,
ଫୁଲ ଚୋରାନ୍ତି ରାତି ଅଧରୁ
ଲୁଚି ଲୁଚିକି ଆସି ।
କୁଆଡେ ଗଲା ଖାସି ,
ଛାଡ଼ ଖାଇରେ ଦାନ୍ତ ଦେଖେଇ
କହନ୍ତି ଭାରି ହସି ।
ଆମ ଓଡ଼ିଶା ବାସୀ ,
ପୂଜାରେ ତାଙ୍କ ଭାରି ଶରଧା
ଦେଖ ସଭିଏଁ ମିଶି ।
ରାଜେନ୍ଦ୍ର ନାରାୟଣ ସେନାପତି
ପାଇକତିଗିରିଆ, ଖୋର୍ଦ୍ଧା

[Use latest version of web browsers for better optimization & browsing experience of this website.]