ନୂଆଁଖାଇ - ଫିରୋଜ୍ କୁମାର ପଟେଲ

0
ନାଇଁ ଆସୁ ଯେ
କେତେ ନୁରା ଲାଗ ସି !
ଆସ ନ ଦେଖବୁ ଥରେ
ଶାଗୁଆ ମିସ୍ ମିସ୍ ଧାନ ଖେତେ
କେନ୍ତା ମାରସି ଖୁସିର୍ ଲହରୀ..
କେନ୍ତା ପୋ କେ ଦେଖୁନ କି
ବୁଢ଼ୀ ମାଁ ର୍ ଆଁଖି ନୁ
ଖୁସିର୍ ଆଖଲ ଯାଏସି ଝରି..
କେନ୍ତା ମାଏଟ୍ ପୁଆଲର୍ ଘର ବି
ଲିପି ପୁଛି ହଇଜିସି ସୁନ୍ଦର..
କେନ୍ତା ଗାଁ ଗୁଟେ ହେସି
ଭୁଲି କରି ନିଜର ପର..
ମରଡ଼ି ପଡଲେ ବି
ହୁଳହୁଳି ଦୁଲଦୁଲି ଵଜାଗଜା ନ
କେନ୍ତା ମନା ହେସି ତିହାର..
ଗୁ ଟା କୁ ଟୁ ମ ଗୁଟେ ନ ବସି
କେନ୍ତା ଖାଏସନ ନୂଆଁ ଆହାର..
ଗାଁର୍ ହଜଲା ଚେହେରା ମାନେ ବି
କେନ୍ତା ଇ ଦିନେ ଆସି
ବଡ଼କା ମାନଙ୍କୁ କରସନ ଜୁହାର..
ଏଦେ ତ ,ଆଏଲା ନୂଆଁଖାଇ
ଆସ ନ ଥରେ ,ଗାଁ କେ
ଦେଖବୁ ଥରେ ଭାଇବନ୍ଧୁର୍ ପ୍ୟାର୍ ।


ଫିରୋଜ୍ କୁମାର ପଟେଲ
ଅବନକେଲା, ସୁନ୍ଦରଗଡ଼-୧୯

Post a Comment

0Comments
Post a Comment (0)