ତପନପ୍ରଧାନ, ବିଳାଶୁଣି, କଟକ
ଫୋନ ନମ୍ବର- ୭୦୦୮୬୯୨୩୨୮
ପରମାଣୁ ଗଳ୍ପ - ଆନ୍ଦୋଳନ - ତପନ ପ୍ରଧାନ
May 13, 2018
0
ମଦ ବିରୋଧୀ ଆନ୍ଦୋଳନ ପାଇଁ ଖୁବ ଜୋରରେ ପ୍ରସ୍ତୁତି ଚାଲିଛି । ଛକରେ ଜମା ହୋଇଥିବା ପୁରୁଷ ଓ ସ୍ତ୍ରୀ ଲୋକମାନେ ନିଶାଗ୍ରସ୍ଥ ଭାବେ ଅଧିକ ମଦ ନ ଦେଲେ, ଆନ୍ଦୋଳନ ପାଇଁ ଯିବେ ନାହିଁ ବୋଲି ଜିଦ ଧରି ବସିଛନ୍ତି ।
