ଉତ୍କଳ ଗୌରବଙ୍କ ସ୍ମରଣୀକା - ସନ୍ତୋଷ ପଟ୍ଟନାୟକ

0
ରଚି ଇତିହାସ ସଂଗ୍ରାମୀ ପୁରୁଷ
ଜନ୍ମ ଉତ୍କଳ ଭୂବନେ
ଉତ୍କଳ ଗୌରବ ହେ'ମହାମାନବ
ସ୍ବତନ୍ତ୍ର ଉତ୍କଳ ଗଠନେ

ଝୁରେ କବିକୂଳ ଝୁରଇ ଉତ୍କଳ
ଓଡ଼ିଆଙ୍କ ସ୍ବାଭିମାନ
ଝରାଅ ଆଶିଷ ଦିଅ ଶୁଭାଶିଷ
ଓଡ଼ିଆ ହେଉ ମହାନ

ଝୁରୁଛି ଝୁରିବ ଉତ୍କଳ ସନ୍ତାନ
ଅମର ମଧୁସୂଦନ
ପିତା ରଘୁନାଥ ମାତା ଯେ ପାର୍ବତୀ
ଧନ୍ୟ ସୁଯୋଗ୍ୟ ସନ୍ତାନ....




ସନ୍ତୋଷ ପଟ୍ଟନାୟକ,ଗଞ୍ଜାମ, ବେଗୁନିଆପଡା ବ୍ଳକ୍

Post a Comment

0Comments
Post a Comment (0)