ନାଶିକେଶ୍ଵର, କାକଟପୁର, ପୁରୀ
ହେ ପରମ ପୂଜ୍ୟ !ତୁମେ ଯେବେ ଆସିଥିଲ
ଖେଳୁଥିଲା ମଳୟରେ ଅଗୁରୁ ଚନ୍ଦନ,
ଫର ଫର ଉଡୁଥିଲା ପତିତପାବନ
ହେଲେ ,
ଯେଉଁଦିନ ଗଲ ଚାଲି
ସେଇଦିନୁ ମୋ ଉତ୍କକଳେ
ବହୁଅଛି 'ଅଣଚାଷ ଝଞ୍ଜା ର ପବନ',
ଥମିବାର ନାମ ନେଉନାହିଁ
ଆଉଥରେ ଜନ୍ମ ହେଉ
ହେ ସୁଆଣ୍ଡୋ ବ୍ରାହ୍ମଣ ଗୋସେଇଁ ।।
ହେ ପରମ ପୂଜ୍ୟ ![Use latest version of web browsers for better optimization & browsing experience of this website.]