ପ୍ରଶାନ୍ତ ମହାପାତ୍ର
ରମାବିଲି, ଜଙ୍କିଆ, ଖୋର୍ଦ୍ଧା
ମହିଷାମର୍ଦ୍ଦିନୀ ମାଆ
ଦୁର୍ଗାଙ୍କ ଆଗମନରେ...
ଅଧର୍ମ ଉପରେ ଧର୍ମର...
ଅସତ୍ୟ ଉପରେ ସତ୍ୟର...
ହିଂସା ଉପରେ ଶାନ୍ତିର...
ଅନ୍ୟାୟ ଉପରେ ନ୍ୟାୟର
ଏଵଂ,,,
ଅସୁରତ୍ଵ ଉପରେ ଦେବତ୍ୱର
ବିଜୟ ହେଉ...
ମା ଦୁର୍ଗାଙ୍କ କରୁଣା ଓ ଆଶୀର୍ବାଦ
ସଦା ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ ରହିଥାଉ..
ଆପଣଙ୍କ ଭଲପାଇବା
ସଦା ଏମିତି ଥାଉ...
ଆପଣଙ୍କ ଜୀବନର ପ୍ରତିଟି କ୍ଷଣ
ମଙ୍ଗଳମୟ ହେଉ...
ଏତିକି କାମନା...
