ଆଶାର ସପନ

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ମିଛ ନାଟକର ମିଛ ଅଭିନୟେ
ସୁଖ ଦୁଃଖ ଛଟପଟ,,
ନିଜ ଫାଶେ ନିଜେ ବନ୍ଧା ମୁଁ ପଡିଛି
ମିଳୁନି ମୁକ୍ତି କବାଟ...

ସାତ ସପନକୁ ରାତି ଆଉ ନାହିଁ
ନିତି ନୂଆଁ ଅନୁଭବ
ଆଶାର ସପନ ସୁଖ ଅବା ଦୁଃଖ
କିଏ'ବା କେମିତି କହିବ...

Post a Comment

0Comments
Post a Comment (0)