ଶୀର୍ଷକ : | ପୁଣିଥରେ ଏକାନ୍ତରେ |
ବିଷୟ : | କେଜାଣି କାହିଁକି ଆଜି ଇଚ୍ଛା ହୁଏ ପୁଣି ଥରେ କଲମଟିଏ ଧରିବାକୁ, ଅଦାବାଲିର ଆଢୁଆଳରେ ସ୍ୱପ୍ନର କୋଣାର୍କଟିଏ ଗଢିବାକୁ | ସୂର୍ଯ୍ୟୋଦୟର ପହିଲି କିରଣ ସୁଖ-ଦୁଃଖର ଏ ଅଧାଗଢ଼ା ଜୀବନ, କଷ୍ଟରେ ଜର୍ଜରିତ ଅକୁହା ବ୍ୟଥା ମରୁଭୂମିରେ ଯେମିତି ଜଳର ଗାଥା | ଶ୍ରାବଣର ସେ ବର୍ଷାଝରା ରାତି ତା ସାଙ୍ଗକୁ ବଢୁଥିଲା ଦେହର ତାତି, ଭିଜା ଭିଜା ତୁମ ନୟନର ଲୋତକ ପ୍ରେମ ନ କରି ବି ମୁଁ ଦେଖିପାରୁଥିଲି ତୁମ ଜୀବନ ଜାତକ | ଅତୀତର ଅଙ୍କାବଙ୍କା ରାସ୍ତା ସମ୍ପର୍କ ଯୋଉଠି ବଦନାମ, ଆଜିକାଲିର ଲୋକେ କୁହନ୍ତି ପ୍ରେମ କାଳେ ବହୁତ ଶସ୍ତା | |
ବିଭାଗ : | କବିତା |
ଲେଖକଙ୍କ ନାମ : | ସତ୍ୟରଞ୍ଜନ ଦାସ |
ଠିକଣା : | ରତଳାଙ୍ଗ ବୈଷ୍ଣବ ମଠ, ଯାଜପୁର ଓଡିଶା India |
ଫୋନ : | 909-074-0501 |
ଇମେଲ : | satyaranjan2908@gmail.com |
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ବହି ଓ ପତ୍ରିକା
- ୱେବ ରେଡିଓ
- ଇଭେଣ୍ଟ
- ସାହିତ୍ୟ ସଂସ୍କୃତି ଖବର
- ପୂର୍ବ ସଂସ୍କରଣ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.