
ଶୀର୍ଷକ : | ପୁଣିଥରେ ଏକାନ୍ତରେ |
ବିଷୟ : | କେଜାଣି କାହିଁକି ଆଜି ଇଚ୍ଛା ହୁଏ ପୁଣି ଥରେ କଲମଟିଏ ଧରିବାକୁ, ଅଦାବାଲିର ଆଢୁଆଳରେ ସ୍ୱପ୍ନର କୋଣାର୍କଟିଏ ଗଢିବାକୁ | ସୂର୍ଯ୍ୟୋଦୟର ପହିଲି କିରଣ ସୁଖ-ଦୁଃଖର ଏ ଅଧାଗଢ଼ା ଜୀବନ, କଷ୍ଟରେ ଜର୍ଜରିତ ଅକୁହା ବ୍ୟଥା ମରୁଭୂମିରେ ଯେମିତି ଜଳର ଗାଥା | ଶ୍ରାବଣର ସେ ବର୍ଷାଝରା ରାତି ତା ସାଙ୍ଗକୁ ବଢୁଥିଲା ଦେହର ତାତି, ଭିଜା ଭିଜା ତୁମ ନୟନର ଲୋତକ ପ୍ରେମ ନ କରି ବି ମୁଁ ଦେଖିପାରୁଥିଲି ତୁମ ଜୀବନ ଜାତକ | ଅତୀତର ଅଙ୍କାବଙ୍କା ରାସ୍ତା ସମ୍ପର୍କ ଯୋଉଠି ବଦନାମ, ଆଜିକାଲିର ଲୋକେ କୁହନ୍ତି ପ୍ରେମ କାଳେ ବହୁତ ଶସ୍ତା | |
ବିଭାଗ : | କବିତା |
ଲେଖକଙ୍କ ନାମ : | ସତ୍ୟରଞ୍ଜନ ଦାସ |
ଠିକଣା : | ରତଳାଙ୍ଗ ବୈଷ୍ଣବ ମଠ, ଯାଜପୁର ଓଡିଶା India |
ଫୋନ : | 909-074-0501 |
ଇମେଲ : | satyaranjan2908@gmail.com |
0 Comments
You can write now your valuable comments here. Off-topic comments may be removed or deleted without prior notice.