ଘନ ଘୋର ଦିନ ବିରହୀ ଏ ଦୀନ
ଭାଳେ ପରାଣ ଉଚ୍ଛନ୍ନେ
ଦୂରେ ତୁମେ ତୁମ ପ୍ରବାସେ ପ୍ରବାସୀ
ମଗ୍ନ ପ୍ରଣୟ ଚିନ୍ତନେ,
ବରଷା ବାସରେ ନିଭୃତ ନିଶିରେ
ରଚୁଥିବା ଯେବେ କେଳି
ଦେଉଥିବି ଉଷ୍ମ ଚୁମ୍ବନ ପରଷି
ସରାଗେ ଅଙ୍କେମୋ ତୋଳି,
ମୁକୁଳା କବରୀ ଶ୍ରାବଣ ଅସରା
ଦେହେ ଦେଉଥିବ ଢାଳି
ବନ୍ଧନ ଥିବ ବାହୁବଲ୍ଳରୀର
ରାତି ଆସୁଥିବ ଢଳି,
କରୁଥିବ ତୋଷ ନଧରି ମୋ ଦୋଷ
ରହି ରହି ଦଣ୍ଡେ ଦଣ୍ଡେ
ପ୍ରଣୟ ଯୁଇରେ ଯାଉଥିବି ଜଳି
ତୁମ ନାମ ଥିବ ତୁଣ୍ଡେ ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ବହି ଓ ପତ୍ରିକା
- ୱେବ ରେଡିଓ
- ଇଭେଣ୍ଟ
- ସାହିତ୍ୟ ସଂସ୍କୃତି ଖବର
- ପୂର୍ବ ସଂସ୍କରଣ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.