
କିଏ ଗଲା ତାହେଲେ ଛିଡି
ନବିନା ଏପଟେ ଟେକିଛି ଗୋଡ
ଚାକର ପାତ୍ର ଚାଲେ କଛା ଭିଡି
ବୁଆ ବବୁଆ କିଛି କମନୁହଁ
କଲିକତାତ କାଳୀ ପିଠ
ସାଉଥ କଥା ନକହିବା ଭଲ
ଏତ ଗୀରିଷମ ମାସ
ଭଲା ଏ ଏକଜିଷ୍ଟପୋଲର ନାଟ
ଦେଖି ଦେଇ ଲାଗେ ଆଚମ୍ବିତ
କାହାକୁ ଚଢାଉଛି ପାହାଡ ଉପରେ
କାହାକୁ ମାରୁଛି ସେ ପଛୁଆ ନାତ
ନେତାଙ୍କ ଏବେ ମୁଣ୍ଡ ଗରମ
ଗଲାଣି ସବୁ ଛାଡି ସରମ
ଫୁସକିଯିବ ଏତେ ବେଉଷଣ
ବିପି ବଢେ ଘନଘନ
ତେଇଶି ପୂର୍ବରୁ ଭଲା ନାଟଏ
ଥୋକେ କରୁଛନ୍ତି ଟିଭିବାଲା
ମତିଗତି କିଛି ଲାଗୁନିତ ଭଲତ
ଚାଲିଛି ଏଠି ଖାଲି ଠିଆପାଲା
ଜମ୍ବେଶ୍ବରପୁର, ବାଲେଶ୍ବର
ନବିନା ଏପଟେ ଟେକିଛି ଗୋଡ
ଚାକର ପାତ୍ର ଚାଲେ କଛା ଭିଡି
ବୁଆ ବବୁଆ କିଛି କମନୁହଁ
କଲିକତାତ କାଳୀ ପିଠ
ସାଉଥ କଥା ନକହିବା ଭଲ
ଏତ ଗୀରିଷମ ମାସ
ଭଲା ଏ ଏକଜିଷ୍ଟପୋଲର ନାଟ
ଦେଖି ଦେଇ ଲାଗେ ଆଚମ୍ବିତ
କାହାକୁ ଚଢାଉଛି ପାହାଡ ଉପରେ
କାହାକୁ ମାରୁଛି ସେ ପଛୁଆ ନାତ
ନେତାଙ୍କ ଏବେ ମୁଣ୍ଡ ଗରମ
ଗଲାଣି ସବୁ ଛାଡି ସରମ
ଫୁସକିଯିବ ଏତେ ବେଉଷଣ
ବିପି ବଢେ ଘନଘନ
ତେଇଶି ପୂର୍ବରୁ ଭଲା ନାଟଏ
ଥୋକେ କରୁଛନ୍ତି ଟିଭିବାଲା
ମତିଗତି କିଛି ଲାଗୁନିତ ଭଲତ
ଚାଲିଛି ଏଠି ଖାଲି ଠିଆପାଲା
ଜମ୍ବେଶ୍ବରପୁର, ବାଲେଶ୍ବର
Sent from my Samsung Galaxy smartphone.
