
ଅଝଟିଆ ଶ୍ରାବଣୀ ତୁ ଏତେ ଅଝଟିଆ
ତୋର ପ୍ରିତି ବରଷାରେ ମନେ ଢାଳୁ ନିଆଁ ।ସେ ନିଆଁ ରେ ପୋଡି ହୁଏ, ମୁଁ ଏକା ଏକା ।।
ସଞ୍ଜ ଅବା ସକାଳରେ ଅବା ଶିତୁଆ ରାତିରେ
ମନେ ପଡେ ତୋର ସ୍ମୃତି ଉଙ୍କି ମାରେ ତୋର ଛବି
ଯେବେ ବସିଥାଏ, ମୁଁ ଏକା ଏକା। ।
ବାର ମାସ ଛଅ ରୁତୁ ପଥ ଦେଇ ଚାଲି ଯାଏ ଶ୍ରାବଣୀ ଏକା ଏକା .. .
ସେହି ପଥ ଚାହିଁ ବସିଛି ଏ ମନ
ଆସିବ ବୋଲି ତମେ ଏକା ଏକା .. ..
ତୋ ପାଇଁ ଏ ମନ ଆଜି ଏକା ଏକା ।।
Writer's Details: ପରମାନନ୍ଦ ନାୟକ, (M. Ed) ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ଅନୁଗୋଳ
Content Category:
Submission Date: Apr 24, 2019
