
କେନ୍ଦ୍ର ରାଜ୍ୟ ନାଚନ୍ତି ଥେଇ ଥେଇ
କର ଖଜଣା କୁ କରି ହାତବାରିସି
ନେତା ମନ୍ତ୍ରୀଏ ଯାଆନ୍ତି ନାଚି
ଆମକୁ ଦେବାକୁ କହିଁକି କୁଣ୍ଠା
ସେଥି ପାଇଁ ଏତେ ନାଟତାମସା
ଦରମା ନେଉଚ ଆମ ପେଟକୁ କାଟି
ଦାତା ବୋଲାଉଚ ତୁମେ କେମିତି
କେତେ ଦିନ ଆଉ କରିବ ନାଟ
ଦେଶ ସେବା ନାଆଁରେ ବଢାଅ ଥାଟ
ଧନ୍ୟ ଧନ୍ୟ ଏ ରାଜନୀତି
ବିନା ସମ୍ବଳରେ ଭଲ ବ୍ୟବସାୟ
ଲୁଟି ଚାଲ ପରସମ୍ପତି
ଧନ୍ୟ ଧନ୍ୟ ଏ ରାଜନୀତି ।
😥😥😥
ଜମ୍ବେଶ୍ବରପୁର,ବାଲେଶ୍ବର
କର ଖଜଣା କୁ କରି ହାତବାରିସି
ନେତା ମନ୍ତ୍ରୀଏ ଯାଆନ୍ତି ନାଚି
ଆମକୁ ଦେବାକୁ କହିଁକି କୁଣ୍ଠା
ସେଥି ପାଇଁ ଏତେ ନାଟତାମସା
ଦରମା ନେଉଚ ଆମ ପେଟକୁ କାଟି
ଦାତା ବୋଲାଉଚ ତୁମେ କେମିତି
କେତେ ଦିନ ଆଉ କରିବ ନାଟ
ଦେଶ ସେବା ନାଆଁରେ ବଢାଅ ଥାଟ
ଧନ୍ୟ ଧନ୍ୟ ଏ ରାଜନୀତି
ବିନା ସମ୍ବଳରେ ଭଲ ବ୍ୟବସାୟ
ଲୁଟି ଚାଲ ପରସମ୍ପତି
ଧନ୍ୟ ଧନ୍ୟ ଏ ରାଜନୀତି ।
😥😥😥
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.
