ଯାଅ ନାହିଁ ଋଷି ଆଲୋ ପ୍ରିୟ ସଖି
ପାହିପାହି ଯାଏ ରାତି
ଅଳପ ହସରେ ନରମ ହାତରେ
ଢାଳି ଦିଅ ତୁମ ପ୍ରୀତି .....
ପାହିପାହି ଯାଏ ରାତି
ଅଳପ ହସରେ ନରମ ହାତରେ
ଢାଳି ଦିଅ ତୁମ ପ୍ରୀତି .....
ତୁମରି ରୂପର ହାଟରେ ମୁଁ ଆଜି
ଦେବି ତୁମ ପ୍ରେମ ମୂଲ
ତୁମରି ଦେହର କୁଆଁରୀ ମନରେ
ଢାଳିବି କାମନା ଝୁଲ.....
ଦେବି ତୁମ ପ୍ରେମ ମୂଲ
ତୁମରି ଦେହର କୁଆଁରୀ ମନରେ
ଢାଳିବି କାମନା ଝୁଲ.....
ଆସ ଶୁଣିଯାଅ ପ୍ରିୟତମା ମୋର
ମନକୁ ମୋହିବି ତୁମ
ବିରହ ବେଦନା ସହି ହେଉନାହିଁ
ଭାଙ୍ଗିଦିଅ ସେ ଗୁମାନ ......✉
ମନକୁ ମୋହିବି ତୁମ
ବିରହ ବେଦନା ସହି ହେଉନାହିଁ
ଭାଙ୍ଗିଦିଅ ସେ ଗୁମାନ ......✉
✍ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା /ଗଞ୍ଜାମ ।
