ନୂତନବର୍ଷ ଭରିଦେଉ ଆପଣଙ୍କ ଜୀବନରେ ଶାନ୍ତି, ପ୍ରେମ, ମୈତ୍ରୀ ଓ ଆତ୍ମୀୟତାର ଅଜସ୍ର ସମ୍ପଦ । ବଣମଲ୍ଲୀର ମହକ ପରିବାର ୨୦୧୯ ମସିହାର ଏହି ପ୍ରଥମ ସକାଳରେ ଏତିକି କାମନା କରୁଛି । ଜୟ ଜଗନ୍ନାଥ ।