ତୁମେ ଆଉ ଜହ୍ନ - ସୁଦର୍ଶନ ସାହୁ

0

ଜହ୍ନ ଝୁରୁଥାଏ କଇଁ ଫୁଲକୁ ଲୋ
     ମନ ଝୁରୁଅଛି ତତେ
ଭଲ ପାଇବାର ପ୍ରତିଶ୍ରୁତି ଦେଇ
    କାହିଁ ଭୁଲିଗଲ ମୋତେ ।
ରଜନୀ ଶେଯରେ ଜହ୍ନ ଚାହିଁ ରହେ
   କଇଁ ର ସେ ମିଠା ହସକୁ
ମୁଁ ଚାହିଁ ରହିଛି ପଛ କଥା ଭୁଲି
    ତୁମର ଆସିବା ବାଟକୁ ।

ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର
ଏନ୍ ସି କଲେଜ, ଯାଜପୁର

Post a Comment

0Comments
Post a Comment (0)