ସର୍ବେ ସନ୍ତୁ ନିରାମୟାଃ - ସମୀର କୁମାର ମହାମଲ୍ଲୀକ

0

ଶୁଭ ଦିଆଲିର୍ ବଧେଇ ଦେଉଛେଁ
ଜଗତେ ଶାନ୍ତି ରହୁ
ଅଶାନ୍ତିର୍ ଅନ୍ଧାର୍ ଦୂର୍ ହଇକରି
ଶାନ୍ତିର୍ ଉକିଆ ଛାଉ

ଯେତେ ସବୁ ବଦମାସ୍ ସୁଧୁରି ଯାଉଁନ୍
ସାଧୁବାଦ୍ ଜନମ୍ ନେଉ
କୁକର୍ମର୍ ଯେତେ ବିନାଶ୍ ହଇକରି
ମାଏଟ୍ କହଁରି ଯାଉ

ଅହଙ୍କାର୍ ସବୁ ଦୁରେଇ ଯାଉ
ସତ୍ୟର୍ ହେଉ ଜଏ
ସଭେ ଇନୁଁ ସୁଖର୍ ଜୀବନ୍ ବିତାଉନ୍
ସର୍ବେ ସନ୍ତୁ ନିରାମଏ.....

ସମୀର କୁମାର ମହାମଲ୍ଲୀକ, କନିଷ୍ଠ ଶିକ୍ଷକ
ବିରାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 

Post a Comment

0Comments
Post a Comment (0)