
ତୁ ଆସିଛୁ ବୋଲି ଜାଣି ନିଜକୁ ମୁଁ କେତେ ଯେ ସଜେଇ ତୋ ପାଇଁ ଅପେକ୍ଷା କରିଛି, ତୋ ଆସିବା ବାଟକୁ ଚାହିଁରହିଛି ଆକାଶ ର ଜହ୍ନ ପରି, ପ୍ରେମ ସାମୁଦ୍ରିକ ପକ୍ଷୀ ପାଲଟି ଉଡିଯିବ ଆମେ ଦି' ଜଣ ମହା ସଗାରକୁ.......

[Use latest version of web browsers for better optimization & browsing experience of this website.]