
ଭଲ ଲାଗେ ମତେ
ସେହି ଲୋକ ମାନଂକୁ
ସକାଳେ ଅଭିବାଦନ କରିବାକୁ
ଯେଉଁ ମାନେ ମୋ ସମ୍ମୁଖ ରେ
ନ ଥାଇ ବି ମୋ ହୃଦୟ ର
ଅତି ନିକଟ ରେ ରହିବାର
ଆଭାସ ଦେଇ ଥାନ୍ତି |
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ , ଶୈଳଶ୍ରୀ ବିହାର
ଭୁବନେଶ୍ୱର - ୭୫୧୦୨୧
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

[Use latest version of web browsers for better optimization & browsing experience of this website.]