ମିନତୀ - ମାନସ ରଞ୍ଜନ ପଟ୍ଟନାୟକ

0

ସାଗର କୂଳରେ ମଥା ପିଟିଦେଲି
ସାଗରକୁ ଚାହିଁ ଚାହିଁ,
ହାଆ ହତାସାର ଜୀବନକୁ ନେଇ
ଆସିଅଛି ପରା ମୁହିଁ।

ଜୀବନ ନଉକା ପାରି କରିବାକୁ
ତତେ ଦେଖି ହୁଏ ଇଛା,
ତୁ କାହୁଁ ଜଣିବୁ ଦୁଽଖକୁ ମୋହର
ଦେଖୁଥାରେ ସବୁ ମଜା।

ସ୍ବର୍ଗଦ୍ବାରେ ଯେବେ ମୋ ଯୁଈ ଜଳିବ
ହେଇଯିବୁରେ ତୁ ଖୁସି,
ମୋ ଚିତାଭସ୍ମକୁ କୋଳେଇ ନେବୁରେ
ମିନତି କରଇ ବସି।

ମାନସ ରଞ୍ଜନ ପଟ୍ଟନାୟକ,
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ 

Post a Comment

0Comments
Post a Comment (0)