ମୋ ଶ୍ରାବଣୀ ଆଜି
ସୁନ୍ଦର ଦିଶୁଚି
ମୁଣ୍ଡରେ ଓଢ଼ଣା ନାଇ
ଠିକ୍ ଓଡ଼ିଆଣୀ
ବୋହୁଟେ ସାଜିଛି
ଖୁଣୀ ପାରିବେନି କେହି ।
ଆଡଭୋକେଟ ହୃଷୀକେଶ ପାଢୀ,
ସଂପାଦକ -ନୀଳଚକ୍ର ପ୍ରକାଶନ, ବୋଳକଣା, ଡେଲାଙ୍ଗ, ପୁରୀ
[Use latest version of web browsers for better optimization & browsing experience of this website.]