ଜନ୍ମାଷ୍ଟମୀ - ରମାକାନ୍ତ ମିଶ୍ର

0
ପ୍ରଭୁ ଶ୍ରୀକୃଷ୍ନଂକର ଜନ୍ମାଷ୍ଟମୀ
ଥିଲା ଅଷ୍ଟମ ଗର୍ଭ ଓ ଅଷ୍ଟମୀ
ପ୍ରଭୁ ହେଲେ ଧରାରେ ଅବତୀର୍ଣ୍ଣ
ବର୍ଷାରେ ଚାରିଦିଗ ଥାଏ ଜଳମଗ୍ନ
ସେ ଜନ୍ମ ନେଲେ କାରାରେ ଅକ୍ଷୁର୍ଣ୍ଣ
ଅନ୍ଧକାରେ ଜ୍ୟୋତି ଦେଲେ ଶ୍ରୀକୃଷ୍ନ
କରୁଛୁ ଆମେ ସବୁ ଆତ୍ମ ସମର୍ପଣ
ଶ୍ରୀକୃଷ୍ନଂକ ଠାରେ ଆତ୍ମ ନିବେଦନ
ଅତି ପବିତ୍ର ଏହି ଜନ୍ମାଷ୍ଟମୀ ଦିନ
ପ୍ରଭୁଂକ ଠାରେ ମନ ହେଉ ଲୀନ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)