ପ୍ରଭୋ!
କେତେ କାହାକୁ
କରିଦେଉଅଛ
ଆମ ପାଇଁ କିଆଁ
ମ ଉ ନ।
ଏତେ ଅପାରଗ
ଯେ,ପାଠ ପଢି ଓ ପଢେଇ
ମଣିଷ କଲେ ବି
ରାଜରାସ୍ତାରେ
ଡହଳ ,ବିକଳ ଆମେ।
କିଏ ଶୁଣୁବା ନଶୁଣୁ
ତୁମ ନାମ ନେଇ
ଗୁରୁ ଆମେ
ଟେ ଦୟା
ଖାଇବାକୁ ମିଳୁ ବା ନମିଳୁ
ହୃଷିକେଶ ଜାଲି,
ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ, ମୁନିଗୁଡ଼ା, ରାୟଗଡା।
[Use latest version of web browsers for better optimization & browsing experience of this website.]