ଅଟଳ ଟଳି ଗଲେ
କିନ୍ତୁ ଅମର ହେଲେ
ତାଂକ ପରି ନେତା
ତାଂକ ପରି ବକ୍ତା
ଆଉ ନାହାନ୍ତି ଦ୍ୟୀତିୟ
ବିତି ଯିବ ସମୟ
ସେ ରହିବେ ଅଖ୍ୟୟ
ପ୍ରଣାମ କରେ ଅନ୍ତର
ସଦ୍ଗତି ତାଂକ ଆତ୍ମାର |
ରମାକାନ୍ତ ମିଶ୍ର
ଶ୍ରଦ୍ଧାଞ୍ଜଳୀ - ରମାକାନ୍ତ ମିଶ୍ର
August 18, 2018
0
[Use latest version of web browsers for better optimization & browsing experience of this website.]