ମନେମନେ ତୋତେ ଭଲପାଇ - ପୂର୍ଣ୍ଣଚନ୍ଦ୍ର ଭୂୟାଁ

0
ନା ଇଛା ବଳାଈଛି କେବେ ତୋତେ ପାଇବାପାଇଁ,
ଅବା ନିଜର କରିବାପାଇଁ,
ତଥାପି ବ୍ୟାକୁଳତ ଅସହାୟ ମନମୋର,
ମନେମନେ କହିହୁଏ , ମୁଁ ତୋତେ ଭଲପାଇ I

ଇଛା କରିନାହିଁ କେବେ ଭରିବାକୁ ମିଠାସ୍ଵାଦ,
ତୋ ଶରୀର ଉଷୁମକୁ ମାପିବାକୁ ଓଠରେ ଓଠଭରି
ତଥାପି ମରିଯାଏ କ୍ଷଣିକେ ତୋତେ ଦେଖିବାକୁ ପ୍ରାଣଭରି II

Post a Comment

0Comments
Post a Comment (0)