ସମୟ - ରମାକାନ୍ତ ମିଶ୍ର

0
ସମୟ ରହିଛି ତା ବାଟରେ
ଚାଲି ଥିବ ସେ ତା ଗତିରେ
ଜୀବନ ସମୟ କୁ ସୂଚାଇ ଦିଏ
ସମୟ କିନ୍ତୁ କାହାରି ବି ନୁହେଁ
କବିତା, ବନିତା ଆଉ ଲତା
ସମସ୍ତେ ସମୟ ସହିତ ମିତା
ସମସ୍ତେ ଚାଲିଯିବେ ସମୟ କ୍ରମେ
ସମୟ ଚାଲିଥିବ ନିଶ୍ଚିନ୍ତ ମନେ I


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)