ସ୍ମୃତି - ସତ୍ୟ ରଞ୍ଜନ ଦାସ

0
ସ୍ମୃତିର ବିଶାଳ ସମୁଦ୍ରତୀରେ
ମନର କୋଣ ଅନୁକୋଣେ
ବନ୍ଧୁ ସଦା ତୁମେ ରହିଛ !!

ଆକାଶର ନୀଳ ରଙ୍ଗେ
ପୃଥିବୀର ସବୁଜ ଗାଲିଚା ରେ ସଦା ତୁମେ ଦିଶୁଛ !!

ଉଙ୍କିମାରେ ଆଜି ମୋର ମନେ
ହେଁ ବନ୍ଧୁ !!

କେଜାଣି ପୁଣି କେବେ
ଦେଖା ହଉଛ ???

Post a Comment

0Comments
Post a Comment (0)