ଭିଜାମାଟିର ବାସ୍ନା ପରି,
ତମ ଦେହର ଭୁରୁଭୁରୁ ଗଂଧ
ମୋତେ ଆନମନା କରେ,
ମନ ଖୋଜେ ତମକୁ
ଏ ବର୍ଷାରେ...
ତମେ ଥାଆନ୍ତକି, ମୋ ପାଖରେ,...,
ତମେ ବର୍ଷାରେ ଭିଜୁଥାନ୍ତ,
ମୁଁ ତମ ପ୍ରେମରେ ଭିଜୁଥାନ୍ତି
ଭିଜିଭିଜି ଆମେଦୁହେଁ,
ପାଲଟନ୍ତେ ଦେହରୁ ବିଦେହ...
ତମେ ବି ବିଭୋର, ମୁଁ ବି ବିଭୋର...
ଦୋଳସାହି, ଭଦ୍ରକ
ଦୋଳସାହି, ଭଦ୍ରକ
[Use latest version of web browsers for better optimization & browsing experience of this website.]