ସବୁ କାମ ସାରି ଚାଷୀ ଭାଇ ପରା ଜମିଜମା ସବୁ ଚଷିଲାଣି ।
ଚାଷୀ ଭାଇ ତ ଚାହିଁଥିଲା, ତା ପ୍ରିୟ ଦିନ ଆସିଗଲା
ଟୋପେ ଦିଟୋପା ଜଳ ପଡିଲେ ଭାବେ ଅସରେ ଦେବ ପରା ।
କିଏ କଲାରେ କିଏ କଲା ଆକାଶ ଟାକୁ କଳା କଳା
ଗାତେ ଲୁଚିକା ବେଙ୍ଗ ରାବୁଛି ବରଷା ଦିନ ଆସିଗଲା ।
ଲୋକେ କହିଲେ ଯାହା ହେଉ, ମେଘୁଆ ପାଗ ହେଉଥାଉ
ଖରାରେ ଥିଲା ଅଂଶୁଘାତଟା ଅସହ୍ୟ ଥିଲା ତାର ଦାଉ ।
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଞ୍ଜାମ,
ମୋବାଇଲ୍-୯୮୬୧୭୩୨୨୫୬
