ଶ୍ରମିକ ମୁଁ ଶ୍ରମିକ
ପରିଶ୍ରମରେ ଠିଆ କରିଛି
ରୁଧିର ର କୋଣାର୍କ ।
ଖରା ବରଷା ତାତି
ଶୀତ କାକର ନାହିଁ ଖାତର
ସହୁ ଥାଏ ମୁଁ ନିତି ।
ସ୍ବପ୍ନ ମୋର ସମାଧି
ଅନ୍ୟ ପାଇଁ ଅଟ୍ଟାଳିକା ଗଢେ
ନୂତନ ତାର ବିଧି ।
ରାସ୍ତା ଘାଟ ପ୍ରାଚୀର
ବ୍ରିଜ ସହର ମହାନଗର
ସୌଧ ଗ୍ରୀଜା ମନ୍ଦିର ।
ସବୁ ନିର୍ମାଣେ ମୋର
ରହିଛି ବିନ୍ଦୁ ରୁଧିରଦାନ
ନାହିଁ ମୋ ପକ୍କା ଘର ।
ସୃଷ୍ଟି ସର୍ଜନା କରେ
ବିସକର୍ମା ଦୂତ ସାଜିଛି ମୁଁ
ନାନାଦି ଅସ୍ତ୍ର ଧରେ ।
ସଂସାର ସୁଖ ପାଇଁ
ଅନ୍ୟର ସ୍ବପ୍ନ କରେ ସାକାର
ନିଜକୁ ଜାଳି ଦେଇ ।
ସାଗର ପ୍ରଧାନ, ଗଞ୍ଜାମ
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.