ହୋଇବା ଆମେ ଜୀବନେ ଚାଟ
ଜାଣିବା କେତେ କଥା .....
ଦେଶେ ବିଦେଶେ ରଖିବା ମାନ
ସର୍ବେ ପ୍ରଶଂସିବେ ଆମରି ଗୁଣ
ଏକଥା ମନେ ରଖିଥା ॥୧॥
ପାଠ ଆମକୁ ଦେଖାଏ ବାଟ
ପାଠ ବିନା ଏ ଜୀବନ ବ୍ଯର୍ଥ
ପାଠ କୁ ହେଜୁ ଥା.....
ପାଠ ବଳରେ ଏ ମହୀମଣ୍ଡଳେ
ଜଗତ ଜିତୁ ଥା ॥୨॥
ଆଡଭୋକେଟ ହୃଷୀକେଶ ପାଢୀ,
ସଂପାଦକ- ନୀଳଚକ୍ର ପ୍ରକାଶନ,
ବୋଳକଣା, ଡେଲାଙ୍ଗ, ପୁରୀ,
ମୋ-୭୯୭୮୫୮୨୪୨୮
0 Comments
You can write now your valuable comments here. Off-topic comments may be removed or deleted without prior notice.