ବେଦ ପଢି କିଏ ମହାଜ୍ଞାନୀ ବୋଲି
ନିଜକୁ ନିଜେ ବୋଲାଇ,
ପଢିବାରେ ସିନା ସମୟ ସାରିଲା
କେବେ ବୁଝି ନ ପାରଇ ।
ବେଦ ଅଧ୍ୟୟନ ଯଦିଓ ସହଜ
ବେଦନା କି ପଢ କା'ର,
ନରଦେହ ଏହି ମହୀରେ ଧରି ତୁ
ନାହୁଁ ଦୁଃଖେ କା ସାଥୀର ।
ସୁଖର ଭାବନା ସଭିଏଁ ବୁଝନ୍ତି
ଦୁଃଖୀ ର ଦୁଃଖକୁ ଥରଟେ ବୁଝ,
ଲୋଡାନାହିଁ ଆଉ ବେଦ ଅଧ୍ୟୟନ
ବେଦନା ବୁଝିଲେ ସବୁ ସମଝ ।
ଅମୀର ତ ଦିନେ ଫକୀର ହୋଇବ
ନୁହେଁ ତାହା ଚିରସ୍ଥାୟୀ,
ମନର ଆବେଗେ ଦୁଃଖେ ସାଥୀ ଥିଲେ
ସମସ୍ୟା ଯିବ ଦୂରେଇ ।
ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ୱର
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.