ଅନେକ ଆସୁମାରି ପ୍ରଶ୍ନ ର ଉତ୍ତର ତୁମେ,
ଚଞ୍ଚଳ ମନ ର ପ୍ରାଚୀର ତୁମେ।।
ଅସରାଏ ବର୍ଷା ନିଦାଘ ଗ୍ରୀଷ୍ମ ରେ ତୁମେ ,
ହୃଦୟ ର ପ୍ରତି ସ୍ପନ୍ଦନ ତୁମେ ।।
ବିବିଧ ରଙ୍ଗ ରେ ଚିତ୍ରିତ ଚିତ୍ର ତୁମେ,
କଳାକାର ର ତୂଳୀ ତୁମେ ।।
ବୟସ ର ଏ ବେଳା ରେ ସଂଜ ତୁମେ,
ପୂର୍ଣ୍ଣିମା ର ପୂର୍ଣ୍ଣ ଚାନ୍ଦ ତୁମେ ।।
ଅମାବାସ୍ୟା ରାତି ର ଟିକି ତାରା ତୁମେ,
ନିଃସଙ୍ଗ ରେ ସଙ୍ଗ ତୁମେ ।।
ବାସ ଆଉ କିଛି ନୁହଁ ପ୍ରୀତି ମୋ ତୁମେ,
ମୋ ସ୍ୱପ୍ନ ର ସାଗର ତୁମ ।।




ରାୟଗଡା, ଗୁଣପୁର