ସିଟତ ନଥିଲା ଫୁଲ ରସ,
ବହୁତ କଷ୍ଟ ରେ କିଛି ବାଟରେ ପାଇଲି ସିଟ ।।
ସୁନ୍ଦରୀବାଳା ର ନିକଟେ,
ଅତର ଗନ୍ଧ କୁ ଆହା ତା ରୂପ,
ସତରେ ସିଏ କି ୨୦୦୦ କଡ଼ାକ ନୋଟ ।।
ଭୁବନେଶ୍ୱର ରୁ ଯିବାର ଥିଲା ଭଦ୍ରକ,
୩ ଘଣ୍ଟା ର ବାଟ ନୁହେଁ ଜମା ପାଖ,
ପାଖରେ ପାଇକି ଝିଅ କି,
ଭାବିଲି ଯାତ୍ରା ମୋର ହେଇଯିବ ଶୋର୍ଟ ।।
ଏସି ବସ ରେ ବି ବାହାରୁ ଥିଲା ଝାଳ,
ମୁହଁ ପୋଛିବାକୁ ବାହାର କଲି ରୁମାଲ,
ଏଡିକି ସେ ଝିଅ ଛଟକି କହିଲା ଦେଖିକି ,
ମୁଁ କହିଲି କଣ ହେଲାକି,
ଉଡିଯିବ ମୋ ମେକପ ଲାଗିଛି ଯେତିକି ।।
ଭାବିଲି ଆହା ଲୋ ମୋ ବିଶ୍ୱ ସୁନ୍ଦରୀ,
ପୋଛିବିନି ଆଉ ଝାଳ ହେଉ ଯେତେ ମୋହରି ।।
କ୍ରମଶଃ .........
ରାୟଗଡା, ଗୁଣପୁର
