ବିଦାୟ - ସତ୍ୟ ରଞ୍ଜନ ଦାସ

0
ଏ ଜୀବନ'ର ଚଲାବାଟରେ
ଭେଟହୁଏ କେବେ
କାହା ସାଥିରେ ??
ଦିନ ଯାଏ ଚିହ୍ନ ରହେ,
ମନେପଡେ ସେ ଚେହରା
ଜହ୍ନ ରାତିରେ !!!
ନିଦ ହଜେରେ !!!
ପୁରୁଣା ସ୍ମୃତିକୁ ମନେ ପକେଇ
ଭାବେ ଅତୀତ ମଧୁର
ନୀରବରେ ମନେପଡେ
ତୁମକଥା ମୋର...



ସତ୍ୟ ରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ, ଲାଠିକଟା, ସୁନ୍ଦରଗଡ, ଦୂରଭାଷ: ୯୦୯୦୭୪୦୫୦୧

Post a Comment

0Comments
Post a Comment (0)