କିରଣ ମନୀଷା ମହାନ୍ତି
ରେଞ୍ଚ, ଡେଲାଙ୍ଗ, ପୁରୀ
ସେ କଣ ଜାଣେ
ଜୀବନ କଣ ?
ଜିଇଁବାର ମାନେ
ମାଟିରେ ଲୋଟିବାଟା
ତା'ର କପାଳର ଭାଗ୍ୟ
ସେ ଭାଗ୍ୟକୁ
ଆଦରି ନେଇ
ଜିଇଁ ନିଏ ତା'ର ଜୀବନ
ମାଟି, ପଙ୍କକୁ
କରିନିଏ ସାଥୀ
ତା'ର ଚାଲାପଥର...
[Use latest version of web browsers for better optimization & browsing experience of this website.]