ବିଶ୍ଵାସ ଟିକିଏ ପାଇଁ

0
କିରଣ ମନୀଷା ମହାନ୍ତି
ରେଞ୍ଚ, ଡେଲାଙ୍ଗ, ପୁରୀ

ବିଶ୍ଵାସ ଝୁଣ୍ଟିଛି ବାରମ୍ବାର
ତୁମ ପ୍ରେମର ସେଇ
ଷଡଯନ୍ତ୍ରର ରାସ୍ତାରେ
ମୋର ସବୁ ଓହଳା ସ୍ଵପ୍ନକୁ
ଅଳନ୍ଦୁ ପରି ଛିଡାଇ ନେଇ
ତୁମେ ଫିଙ୍ଗି ଆସିଛ ଯେଉଁ ଦିନୁ
କେଉଁ ଦୁର୍ବଳ ମୁହୂର୍ତ୍ତରେ
ସେ ଦିନୁ ସେ
ବଞ୍ଚିବାର ରାସ୍ତା ନେଇ କାନ୍ଦୁଛି
କାହିଁ ଦୂରରେ
କରୁଣ କାନ୍ଦଣାର ସ୍ଵରରେ
ବିଶ୍ଵାସ ଟିକିଏ ପାଇଁ ॥

Post a Comment

0Comments
Post a Comment (0)