ମହାଗାଲୁଆ ସନୁ,
ରାୟଗଡା, ଗୁଣପୁର
(କାର୍ତ୍ତିକ ମାସରେ ପନିପରିବାର ଆକାଶଛୁଆଁ ବଜାର ଦରକୁ ନେଇ ରଚିତ ବ୍ୟଙ୍ଗ କବିତା)
ଶହେ ଶହେ ରେ ଖେଳ,
ବଜାରରେ ପରିବା ଦେଖି ବହୁଛି ଝାଳ,
ପୋଟଳ ନାନୀ ର ହଉନି ଝୋଳ,
କାଙ୍କଡ଼ ନନା ର ହେଇଛି ବେଳ,
ଟମାଟୋ ପାଇଁ ପକେଟ ଦୁର୍ବଳ,
କାର୍ତ୍ତିକ ମାସ ରେ ହବିଷ,
ଭାବୁଛି କୁକୁଡ଼ା ଝୋଳ କରି କରିବି ଆସ,
ନହେଉ ପ୍ରସନ୍ନ ହର ଆଉ ହରି,
ଆମିଷ ଖାଇକି ହବିଷ ଯିବି ପୁରୀ ।
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.