ହିନ୍ଦୀ'ଟା କୁଆଡେ ରାଷ୍ଟ୍ରଭାଷା ବୋଲି
ନେଖା ପିଲାଙ୍କର ବହି
ହିନ୍ଦୀ ନଜାଣିଲେ ସାଂସଦ ବନିବା
ନୋ ପୋବଲେମ ଭାଇ
ନୋକେ ହୋନ୍ତି କୁହାକୁହି
ସତରେ କଅଣ ତଥାଗତ ନାନା
ହିନ୍ଦୀ'ଟା ବୁଝନ୍ତି ନେଇଁ
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ହିନ୍ଦୀ'ଟା କୁଆଡେ ରାଷ୍ଟ୍ରଭାଷା ବୋଲି
ନେଖା ପିଲାଙ୍କର ବହି
ହିନ୍ଦୀ ନଜାଣିଲେ ସାଂସଦ ବନିବା
ନୋ ପୋବଲେମ ଭାଇ
ନୋକେ ହୋନ୍ତି କୁହାକୁହି
ସତରେ କଅଣ ତଥାଗତ ନାନା
ହିନ୍ଦୀ'ଟା ବୁଝନ୍ତି ନେଇଁ
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
[Use latest version of web browsers for better optimization & browsing experience of this website.]