ତପନ ମିଶ୍ର, ଯାଜପୁର
ଝିପି ଝିପି ବର୍ଷା ହେଲେ ମନେ ପଡ଼ିଯାଏ ତୁମେ,
ସେ ଦିନର ସେ ବର୍ଷାରେ ଭିଜୁଥିଲେ ଦୁହେଁ ଆମେ ॥
ସମୟ ସିନା ତୁମଠୁ ମତେ ଆଜି କଲା ଅଲଗା,
ହେଲେ ମନେପଡେ ଆଜି ମୋର ତୁମର ସେ ହସ ମୁହଁଟା ॥
ମନେ ପଡ଼ିଯାଏ ଆଜି ବି ତୁମେ ରହିଛ ମୋ ହୃଦୟରେ,
ଟିକ୍ ଟିକ୍ ହୋଇ ଶବ୍ଦ ବାଜେ ମୋ ହୃଦୟର ଗନ୍ତ।ଘରେ ॥
ପୁଣି ଆସିବ ଆମ ପାଈଁ ବର୍ଷା ସେଦିନ ମୁହୂର୍ତ୍ତ ନେଇ,
କରିଛି ଅପେକ୍ଷା ବର୍ଷାତ ଆସିବ ତୁମକୁ ସ।ଙ୍ଗରେ ନେଇ ॥
ବିଦାୟ ମୁଁ ନେଉଛି ବର୍ଷା ତତେ ମୋ ରାଣ ଦେଇ,
ତୁ ତୋ ସାଙ୍ଗରେ ପ୍ରିୟାକୁ ମୋହର ଆସିବୁ ନେଇ ॥
ମୋ ଆଖିରୁ ଝରୁଛି ଲୁହ ଥରେ ତାକୁ ଦେଖିବା ପାଈଁ,
ଦେଖିଲେ ସେ ବୁଝି ପାରିବ ମୁଁ କେବଳ ତାରି ପାଈଁ ॥
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ବହି ଓ ପତ୍ରିକା
- ୱେବ ରେଡିଓ
- ଇଭେଣ୍ଟ
- ସାହିତ୍ୟ ସଂସ୍କୃତି ଖବର
- ପୂର୍ବ ସଂସ୍କରଣ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.