ତକ୍ଷଶିଳା ଡକ୍ଟରେଟ

0

ଦଶମ ଫେଏଲ ଲାଲୁର ପୁଅକୁ
ତକ୍ଷଶିଳା ଡକ୍ଟରେଟ
ଡକଟର ଡିଗିରୀ ବଜାରେ ବିକିରି
ନେଏଟ ରେ ଦେଖ ରେଟ
ପୋଅଷ୍ଟ, ପାୱାର, ନୋଟ
ପାଶେ ଯଦି ଅଛି ଡାଇନୋସର ଅଣ୍ଡା
ଖାଅ କରି ଆମଲେଟ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

Post a Comment

0Comments
Post a Comment (0)