ବିକେଶ କୁମାର ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର, ଦୂରଭାଷ- ୭୭୫୨୦୬୬୨୧୭
ମୋ ଜୀବନର ଅୟଆରମ୍ଭରେ ବି ତୁମେ
ମୋ ଜୀବନର ଅନ୍ତରେ ବି ତୁମେ
ମୋର ଆଶା ବି ତୁମେ
ମୋ ଜୀବନର ଭରସା ବି ତୁମେ
ଏତିକି ତ ମୁଁ ବୁଝି ସାରିଛି
ତୁମ ବିନା ମୁଁ ବଂଚି ପାରେନା
ହେଲେ ତୁମେ କେଉଁ ଦିନ ବୁଝିବ ସେଇ ଦିନକୁ ମୋର ଅପେକ୍ଷ।
ତୁମକୁ ତୋ ମୁଁ ନିଜର କରିସାରିଛି
ହୃଦୟ କୁଟୀରରେ ବସାଇ ସାରିଛି
ଏତିକି କଣ ଯଥେଷ୍ଟ ନୁହେଁ ?
ମିଛି ମିଛିକା ଏଇ ଦୁନିଆଁ ଆଗରେ
ବାଜା ରୋଷଣୀ ବଜାଇ
ପଣ୍ଡିତର କୋଉ ବେଦ ପୁରାଣର
ଦୁଇ ଚାରୋଟି ମନ୍ତ୍ରରେ ନୁହେଁ କି
ହସ୍ତ ବନ୍ଧନ କି ଅଗ୍ନି ପରିକ୍ରମା କରି ନୁହେଁ
ମୋ ହୃଦୟ ଡୋରିରେ
ତୁମ ହୃଦୟକୁ ବାନ୍ଧି
ମୁଁ ତୁମକୁ ନିଜର କରିଛି ।
କାଣିଚାଏ ସିନ୍ଦୁର ମୁଁ ଦେଇ ପାରିନି ସତ
ଦୁଇପଟ କାଚ ଚୁଡି ହାତକୁ ଦେଇନି ସତ
ହେଲେ ତା'ଠୁ ବି ମୂଲ୍ୟବାନ ଜିନିଷଟେ ଦେଇଛି
ସେ ହେଲା ମୋ ମନ ଓ ହୃଦୟ
ହେଇ ପରେ ତୁମ ପାଇଁ ତାହା ମୂଲ୍ୟହୀନ
ହେଲେ କଣ କରିବି ପ୍ରୟା
ତା'ଠୁ ବଳି ମୂଲ୍ୟବାନ ଆଉ ମୋ ପାଖରେ କିଛି ନାହିଁ ।
ମାଗିବ ଯଦି ଦେଇ ପାରିବି ଏଇ ଜୀବନଟା
କାହିଁକି ନା ସାରା ଜୀବନଟା
ତୁମ ସହ କଟେଇ ବି ବୋଲି କଥା ଦେଇ ସାରିଛି
କୁହ ଆଉ କଣ ଲୋଡ଼ା ।
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.