ଶୀର୍ଷକ : | ତୁ ଆଉ ମୁଁ |
ବିଷୟ : | ତୁ ଆଉ ମୁଁ ଏ ଅମା ଅନ୍ଧକାରେ ସେଇ ଅଦେଖା ରାଇଜରେ ଭିଜୁଥିବା ପ୍ରୀତିର ବର୍ଷାରେ କାମନାର ଉଷ୍ମତାକୁ ନେଇ ଦୁହେଁ ଦୁହିଁଙ୍କ ବାହୁରେ।। ତୁ ଆଉ ମୁଁ ଏ ନିଶବ୍ଦ କୋଠରୀରେ ପାଳିବା ସେ ଭାଲେଣ୍ଟାଇନ୍ ଉଇକ୍ ଶୂନ୍ଯତା କୋଳରେ ମହମବତୀର ଛୋଟ ଶିଖା ସହ ଜଳି ଗଢ଼ିବା ସ୍ବପ୍ନର ଘର ଭବିଷ୍ଯତର ଦୁନିଆରେ।। ତୁ ଆଉ ମୁଁ କହୁଥିବା ଦୁହେଁ ଦୁହିଁଙ୍କୁ ଚୁପ୍ ଚୁପ୍ ହୋଇ ଅତି ପାଖରେ ଜହ୍ନକୁ କରି ଆଢୁଆଳ କାଳେ ସେ ଶୁଣିଦେବା ଭୟରେ, ତଥାପି ଲାଗିଯାଇଥିବ ତୁମ ମଥା ମୋ'ର ଏ ଛାତିରେ ଦୁହିଁଙ୍କ ଅଜଣାତରେ ଏ ଗାଢ଼ ଅନ୍ଧକାରରେ।। |
ବିଭାଗ : | କବିତା |
ଲେଖକଙ୍କ ନାମ : | ରୁଦ୍ର ନାରାୟଣ ଦାଶ |
ଠିକଣା : | ଅନାମ କଲୋନୀ, ପ୍ଲଟ- ୧୧୯୬ ଭୁବନେଶ୍ବର ଓଡ଼ିଶା India |
ଫୋନ : | |
ଇମେଲ : | rudradash89@gmail.com |
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ବହି ଓ ପତ୍ରିକା
- ୱେବ ରେଡିଓ
- ଇଭେଣ୍ଟ
- ସାହିତ୍ୟ ସଂସ୍କୃତି ଖବର
- ପୂର୍ବ ସଂସ୍କରଣ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.