![](https://blogger.googleusercontent.com/img/b/R29vZ2xl/AVvXsEgHva7EQ_0yCkbulZzT_BIdwxYP5VNpJb_mnInUAHVBzG7mljsGcARUuwlESSpKNoHll-QNJdZRkx2GSsA-CEJoPclFy_T9KaS-iX3etH3TsMOxceWVhUpuFKYKfsgrpC0KiLiPZyA6LdQ/s1600/summerfield-336672_640.jpg)
ଅନେକ ସ୍ମୃତି ର
ଜହ୍ନରାତି॥
ତମେ:ନାଚୁଥାଅ ମୋ ମନର
ଡାଳରେ____
ଧିରେ ଗୀତରେ
ସଜାଇ ଦିଅ
ହୃଦୟର ଥାକ ସବୁକୁ ॥
ସମୟର ଫଡ଼ ଫଡ ଼ ଶଦ୍ଦରେ
ହଜିଯାଉ ଥିଲେ ମଧ୍ୟ
ବଂଶୀର ସୁର
ତମେ: ଧିର ପବନ ପରି
ଧସେଇ ଆସ
କାଇଁ କି !!!!
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
0 Comments
You can write now your valuable comments here. Off-topic comments may be removed or deleted without prior notice.