ଟିଟିଲାଗଡ୍ ଥିଲା ତତଲାଗଡ୍
ବଲାଙ୍ଗୀର୍ ଗଲାନ ବଲକି,
ରାସ୍ତା,ଘାଟର୍ ଇ ଗଛ୍ ସବୁ କାଟି
ଟାଉନ୍ କରବେ ସଉକି.

ଧଏନ୍ ଧଏନ୍ ଇ ସିଆନ୍ ଜୁଆନ୍
ଇ କଥାକେ ନାଇ ଧିଆନ୍
ଗଛର୍ ପତର୍ ତ ଖରାକେ ବତର୍
ନାଇନ ତାକର୍ ଗିଆନ୍ .

ବଲାଙ୍ଗୀର୍ ନୁହେଁ ସେ ଇଟାରେ ଭାଇ
ହେଲାନ ତ ଜଲାଙ୍ଗୀର୍ ,
ଚାରହିଆଡେ ଖାଲି ଲଂଡା ଦିଶୁଛେ
ନାଇନ ଗୁଟେ ବି ଡିର୍ .

ଖରାର୍ ମାଡଥି ହେଲାନ ପୁରଥି
ସତେ ପୁଡାଲା ଇଟା ଭାଟି,
ସର୍କାର୍ କହୁଛେ ସାଗୁଆ ଧରତି
ପ୍ରଶାସନ୍ ଦେଉଛେ କାଟି.

୪୫ ଡିଗରି ଚାଲିଛେ ନ ଇହାଦେ
ଆଗକେ ହେବାନ ଫିଫଟି,
ଖରାର୍ ମାଡେ ଝାଉଁଲି ଯିବେ ସବୁ
ଇ ମେକଅପ୍ ବାଲି ବିଉଟି.

ଖରାରୁ ବଁଚବେ ମୁହୁଁକେ ଢାଁକବେ
ବଜାରୁ ଘିନବେ ସ୍କ୍ରାପ୍ ,
ସୁଂଦରୀ ସବୁ ଇନ ଶରଧା କପୁର୍
ପିଲେ ଟାଇଗର୍ ସ୍ରାପ୍ .


ରଚନା : ଆର୍ତ୍ତତ୍ରାଣ ଖୁର୍ଡିଆ

ଠିକଣା : ବଙ୍କିଆ, ବୀରମହାରାଜପୁର, ସୋନପୁର,  ଦୂରଭାଷ : ୯୪୩୯୧୪୦୮୧୪